• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଦ୍ଵାରା ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗ

  •  
  • ୧. ଗଞ୍ଜାମ ଜିଲ୍ଲାର ସମସ୍ତ ପଞ୍ଚାୟତି ସ୍ତରରେ ଥିବା ଆଶ୍ରମ, ସେବାଶ୍ରମ ବିଦ୍ୟାଳୟମାନଙ୍କରେ ଅନୁସୂଚିତ ଜନଜାତି ଓ ଜାତିର ଛାତ୍ରଛାତ୍ରିମାନଙ୍କ ପାଈଁ ଛାତ୍ରବାସ ଏବଂ ଛାତ୍ରୀନିବାସରେ ରହି ବିଦ୍ୟାଳୟରେ ପାଠ ପଢିବା, ଖାଇବା, ପିନ୍ଧିବା, ଇତ୍ୟାଦି ବିନାଦେୟରେ ଯୋଗେଇ ଦିଅଯାଉଅଛି ।
  •  
  • ୨. ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ, କନିଷି ଠାରେ ଇଂରାଜୀ ମିଡିୟମ ମାଧ୍ୟମରେ ଷଷ୍ଠଶ୍ରେଣୀ ଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅନୁସୂଚିତ ଜନଜାତି ଓ ଜାତିର ଛାତ୍ରଛାତ୍ରିମାନଙ୍କ ପାଈଁ ଛାତ୍ରବାସ ଏବଂ ଛାତ୍ରୀନିବାସରେ ରହି ବିଦ୍ୟାଳୟରେ ପାଠ ପଢିବା, ଖାଇବା, ପିନ୍ଧିବା, ଇତ୍ୟାଦି ବିନାଦେୟରେ ଯୋଗେଇ ଦିଅଯାଉଅଛି ।
  •  
  • ୩. ଅନ୍ଵେଷା ଯୋଜନା ଦ୍ଵାରା ଇଂରାଜୀ ମିଡିୟମ ମାଧ୍ୟମରେ ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅନୁସୂଚିତ ଜନଜାତି ଓ ଜାତିର ଛାତ୍ରଛାତ୍ରିମାନଙ୍କ ପାଈଁ ଛାତ୍ରବାସ ଏବଂ ଛାତ୍ରୀନିବାସରେ ରହି ବିଦ୍ୟାଳୟରେ ପାଠ ପଢିବା, ଖାଇବା, ପିନ୍ଧିବା, ଇତ୍ୟାଦି ବିନାଦେୟରେ ଯୋଗେଇ ଦିଅଯାଉଅଛି ।
  • ୪. ନବମ ଓ ଦଶମ ଶ୍ରେଣୀରେ ନାମ ଲେଖାଇଥିବା ଅନୁସୁଚିତ ଜନଜାତି ଓ ଅନୁସୁଚିତ ଜାତି ବର୍ଗର ଦିବାଧ୍ୟାୟୀ ଛାତ୍ରି ମାନଙ୍କ ପାଈଁ ମାଧ୍ୟମିକ ଶିକ୍ଷା ସମାପ୍ତି ପର୍ଯ୍ୟନ୍ତ ବାର୍ଷିକ ୩୨୦୦ /- ଟଙ୍କାର ଛାତ୍ରବୃତ୍ତି ବ୍ୟବସ୍ଥା । ଛାତ୍ରବୃତ୍ତି ରାଶି ସିଧାସଳଖ ଛାତ୍ରିମାନଙ୍କର ଜମା ଖାତାକୁ ପଠାଯିବା ପାଇଁ ଓଡିଶା ସରକାରଙ୍କ ବ୍ୟବସ୍ଥା ।
  • ୫. ନବମ ଓ ଦଶମ ଶ୍ରେଣୀରେ ନାମ ଲେଖାଇଥିବା ଅନୁସୁଚିତ ଜନଜାତି ଓ ଅନୁସୁଚିତ ଜାତି ବର୍ଗର ଦିବାଧ୍ୟାୟୀ ଛାତ୍ରମାନଙ୍କ ପାଈଁ ମାଧ୍ୟମିକ ଶିକ୍ଷା ସମାପ୍ତି ପର୍ଯ୍ୟନ୍ତ ବାର୍ଷିକ ୨୨୫୦/- ଟଙ୍କାର ଛାତ୍ରବୃତ୍ତି ବ୍ୟବସ୍ଥା । ଛାତ୍ରବୃତ୍ତି ରାଶି ସିଧାସଳଖ ଛାତ୍ରମାନଙ୍କର ଜମା ଖାତାକୁ ପଠାଯିବା ପାଇଁ ଓଡିଶା ସରକାରଙ୍କ ବ୍ୟବସ୍ଥା ।
  • ୬. ଦଶମ ପରବର୍ତ୍ତୀ ଉଚ୍ଚଶିକ୍ଷା ପାଇଁ କଲେଜରେ ନାମ ଲେଖାଇଥିବା ଅନୁସୁଚିତ ଜନଜାତି, ଅନୁସୁଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଈଁ ବାର୍ଷିକ ଛାତ୍ରବୃତ୍ତି ବ୍ୟବସ୍ଥା । ଛାତ୍ରବୃତ୍ତି ରାଶି ସିଧାସଳଖ ଛାତ୍ରଛାତ୍ରୀମାନଙ୍କ ଜମା ଖାତାକୁ ପଠାଯିବା ପାଇଁ ଓଡିଶା ସରକାରଙ୍କ ବ୍ୟବସ୍ଥା ।
  • ୭. ଶିକ୍ଷା କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ସହିତ ଛାତ୍ରଛାତ୍ରିମାନଙ୍କ ମଧ୍ୟରେ ଜୀବନ ନିର୍ବାହ କୌଶଳ ଦକ୍ଷତାର ବିକାଶ ପାଇଁ ସ୍ଵତନ୍ତ୍ର ତାଲିମ ପଦକ୍ଷପ ।
  • ୮. INTER CASTE MARRIAGE ( ପୁରୁଷ କିମ୍ବା ସ୍ତ୍ରୀ ଅନ୍ୟଜ।ତି ବିବାହ ପାଇଁ ) ପ୍ରୋତ୍ସ।ହନ ସରକାରଙ୍କ ତରଫରୁ ୨,୫୦,୦୦୦ ଟଙ୍କାର ପୁରସ୍କାର ।
  • ୯. ଭୂମିହିନ ଅନୁସୁଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପାରିକ ହିତାଧିକାରିମାନଙ୍କୁ ଜଙ୍ଗଲ ଜମି ଯୋଗାଇବା ବ୍ୟବସ୍ଥା ।
  • ୧୦. ଅନୁସୁଚିତ ଜନଜାତି ଓ ଅନୁସୁଚିତ ଜାତି ନିର୍ଯ୍ୟାତନା ଆଇନ ବଳରେ ଅର୍ଥ ରାଶି ବ୍ୟବସ୍ଥା ।