• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ

ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ଯୋଜନା

ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ଯୋଜନା ସମ୍ବନ୍ଧୀୟ ଗାଇଡ ଲାଇନ ପି.ଡ଼ି.ଏଫ(୧୪KB)

ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ 

ଗଞ୍ଜାମ ଜିଲ୍ଲାର ସ୍ଵାସ୍ଥ୍ୟ ଭିତ୍ତିଭୂମି

  • ମେଡ଼ିକାଲ୍ କଲେଜ : ୦୧. ଏମ୍.କେ.ସି.ଜି. ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର
  • ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ : ୦୧. ସିଟି ହସ୍ପିଟାଲ, ବ୍ରହ୍ମପୁର
  • ଉପଖଣ୍ଡ ଚିକିତ୍ସାଳୟ : ୦୨. ଉପଖଣ୍ଡ ଚିକିତ୍ସାଳୟ – ଛତ୍ରପୁର, ଭଞ୍ଜନଗର
  • ପ୍ରସବୋତ୍ତର କେନ୍ଦ୍ର : ୦୬. ପ୍ରୋସବତ୍ତର କେନ୍ଦ୍ର – (ଆସ୍କା, ଭଞ୍ଜନଗର, ଛତ୍ରପୁର,ସିଟି ହସ୍ପିଟାଲ, ବ୍ରହ୍ମପୁର, ଏମ୍.କେ.ସି.ଜି. ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର, ଖ୍ରୀଷ୍ଟିୟାନ୍ / ଜନାନା ହସ୍ପିଟାଲ
  • ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର : ୩୦. (ନୂତନ ସରକାରୀ ବିଜ୍ଞପ୍ତି ଅନୁସାରେ)
  • ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର : ୮୯. (୮୪ ପୁରୁଣା + ୦୫ ନୂତନ)
  • ଉପକେନ୍ଦ୍ର : ୪୬୦
  • ସରକାରୀ କ୍ଷେତ୍ରୀୟ ଓୌଷାଧାଳୟ : ୦୧. ଆଙ୍କୁଲି, ବ୍ରହ୍ମପୁର
  • ବେସରକାରୀ ଚିକିତ୍ସାଳୟ : ୦୧. ଖ୍ରୀଷ୍ଟିୟାନ୍ / ଜନାନା ହସ୍ପିଟାଲ, ବ୍ରହ୍ମପୁର
  • ସରକାରୀ ହୋମିଓପାଥିକ କଲେଜ୍ : ୦୧. ବ୍ରହ୍ମପୁର ଟାଉନ୍
  • ହୋମିଓପାଥିକ ଓୌଷାଧାଳୟ : ୩୮
  • ସରକାରୀ ଆର୍ୟୁବୈଦିକ କଲେଜ୍ : ୦୧. ଆଙ୍କୁଶପୁର, ବ୍ରହ୍ମପୁର
  • ଆର୍ୟୁବୈଦିକ ଓୌଷାଧାଳୟ : ୪୨
  • ରକ୍ତ ଭଣ୍ଡାର : ୦୨
  • ସ୍ଵୀକୃତି ପ୍ରାପ୍ତ ଓ କାର୍ଯ୍ୟକ୍ଷମ ଅଲଟ୍ରାସାଉଣ୍ଡ୍ କ୍ଲିନିକ : ୩୫. (ସରକାରୀ ୟୁନିଟ୍ ୭, ବେସରକାରୀ ୟୁନିଟ୍ ୨୮)୦୧.୦୭.୨୦୧୨ ତାରିଖ ଅନୁସାରେ

ପ୍ରସବୋତ୍ତର କେନ୍ଦ୍ର

  • ଏମ୍.କେ.ସି.ଜି. ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର
  • ସିଟି ହସ୍ପିଟାଲ, ବ୍ରହ୍ମପୁର
  • ଖ୍ରୀଷ୍ଟିୟାନ୍ / ଜନାନା ହସ୍ପିଟାଲ, ବ୍ରହ୍ମପୁର
  • ଆସ୍କା ହସ୍ପିଟାଲ, ଆସ୍କା
  • ଉପଖଣ୍ଡ ଚିକିତ୍ସାଳୟ, ଛତ୍ରପୁର
  • ଉପଖଣ୍ଡ ଚିକିତ୍ସାଳୟ, ଭଞ୍ଜନଗର

ଶବ ବ୍ୟବଚ୍ଛେଦ କେନ୍ଦ୍ର

ଗଞ୍ଜାମ ଜିଲ୍ଲାରେ ୪ ଟି ଶବ ବ୍ୟବଚ୍ଛେଦ କେନ୍ଦ୍ର କାର୍ଯ୍ୟକ୍ଷମ ଅଛି ।

  • ଭଞ୍ଜନଗର ଶବ ବ୍ୟବଚ୍ଛେଦ କେନ୍ଦ୍ର
  • ପୁରୁଷୋତ୍ତମପୁର ଶବ ବ୍ୟବଚ୍ଛେଦ କେନ୍ଦ୍ର
  • ଆସ୍କା ଶବ ବ୍ୟବଚ୍ଛେଦ କେନ୍ଦ୍ର
  • ଛତ୍ରପୁର ଶବ ବ୍ୟବଚ୍ଛେଦ କେନ୍ଦ୍ର

ରକ୍ତ ଭଣ୍ଡାର କେନ୍ଦ୍ର

ଗଞ୍ଜାମ ଜିଲ୍ଲାରେ ୨ ଟି ରକ୍ତ ଭଣ୍ଡାର କେନ୍ଦ୍ର କାର୍ଯ୍ୟକ୍ଷମ ଅଛି ।

  • ଏମ୍.କେ.ସି.ଜି. ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର
  • ଉପଖଣ୍ଡ ଚିକିତ୍ସାଳୟ , ଭଞ୍ଜନଗର.

ପରିସର ଓୌଷଧ ଭଣ୍ଡାର

  • ସିଟି ହସ୍ପିଟାଲ, ବ୍ରହ୍ମପୁର – ୦୧
  • ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ପାତ୍ରପୁର – ୦୧
  • ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ପୋଲସରା – ୦୧
  • ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଖଲ୍ଲିକୋଟ – ୦୧
  • ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, କୋଦଳା – ୦୧
  • ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ – ୦୧
  • ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଭାଟକୁମରଡ଼ା – ୦୧
  • ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ବଡ଼ଗଡ଼ – ୦୧
  • ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଭଞ୍ଜନଗର – ୦୧
  • ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ବେଲଗୁଣ୍ଠା – ୦୧
  • ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଗ୍ୟାଲେରୀ – ୦୧

ଏଡ଼ସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ

  • ଜିଲ୍ଲାରେ ଆଇ.ସି.ଟି.ସି କାର୍ଯ୍ୟକ୍ଷମ – ୨୬
  • ଏ.ଆର୍.ଟି ସେଣ୍ଟର – ୦୧
  • ଟି.ଆଇ. ପ୍ରକଳ୍ପ – ୦୪ (ଅରୁଣା – ୦୨ , ଜନସାଧନା – ୦୧, ଜି.ପି.ଏସ୍.ଏସ୍ – ୦୧)
  • ଏସ୍.ଟି.ଡ଼ି କ୍ଲିନିକ୍ – ୦୨ ସିଟି ହସ୍ପିଟାଲ, ବ୍ରହ୍ମପୁର, ଏମ୍.କେ.ସି.ଜି. ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର
ପ୍ରମୁଖ ସ୍ଵାସ୍ଥ୍ୟ ସଂକେତକ
କ୍ର ସଂ.ସଂକେତକଗଞ୍ଜାମଓଡ଼ିଶାମନ୍ତବ୍ୟ
ଶିଶୁ ମୃତ୍ୟୁହାର୬୧୬୨ଏ.ଏଚ୍.ଏସ୍-୨୦୧୦-୧୧
ନବଜାତ ମୃତ୍ୟୁହାର୩୮୪୦ଏ.ଏଚ୍.ଏସ୍-୨୦୧୦-୧୧
ପୋଷ୍ଟ ନବଜାତ ମୃତ୍ୟୁହାର୨୩୨୨ଏ.ଏଚ୍.ଏସ୍-୨୦୧୦-୧୧
ମୃତ୍ୟୁହାର ୫ ବର୍ଷ  ମଧ୍ୟରେ୩୯୮୨ଏ.ଏଚ୍.ଏସ୍-୨୦୧୦-୧୧
ନିମ୍ନ ଅନୁପାତ ଜନ୍ମ ସମୟରେ୮୭୨୯୦୫ଏ.ଏଚ୍.ଏସ୍-୨୦୧୦-୧୧
ଅସୋଧିତ ଜନ୍ମହାର୧୮.୯୨୦.୦ଏ.ଏଚ୍.ଏସ୍-୨୦୧୦-୧୧
ଅସୋଧିତ ମୃତ୍ୟୁହାର୮.୪୮.୩ଏ.ଏଚ୍.ଏସ୍-୨୦୧୦-୧୧
ସ୍ଵାଭାବିକ ବୃଦ୍ଧି ହାର୧୦.୬୧୧.୬ଏ.ଏଚ୍.ଏସ୍-୨୦୧୦-୧୧
ଗଞ୍ଜାମ ଜିଲ୍ଲା ଶଯ୍ୟା ସଂଖ୍ୟା (ଏମ୍.କେ.ସି.ଜି. ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ବ୍ୟତିତ)
କ୍ର ସଂ.ସ୍ଵାସ୍ଥ୍ୟ ସଂସ୍ଥାର ନାମବର୍ଗଅନୁମୋଦିତକାର୍ଯ୍ୟକ୍ଷମ
ସିଟି ହସ୍ପିଟାଲ, ବ୍ରହ୍ମପୁରଡ଼ି.ଏଚ୍.ଏଚ୍୧୩୭୧୩୭
ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଆଡ଼ପଡ଼ାସି.ଏଚ୍.ସି୧୬୧୬
ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ପାଟପୁରପି.ଏଚ୍.ସି -ଏନ୍
ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ପୋଡ଼ାମାରିପି.ଏଚ୍.ସି -ଏନ୍
ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ବୋମକାଇସି.ଏଚ୍.ସି
ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଦିଗପହଣ୍ଡିସି.ଏଚ୍.ସି୧୦୧୦
ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଭୀଷ୍ମଗିରିପି.ଏଚ୍.ସି -ଏନ୍
ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଚିକିଟିସି.ଏଚ୍.ସି୩୦୩୦
ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଗିରିସୋଲାସି.ଏଚ୍.ସି
୧୦ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ନଉପଡ଼ାପି.ଏଚ୍.ସି -ଏନ୍୧୦୧୦
୧୧ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, କେଳୁଆପଲିସି.ଏଚ୍.ସି
୧୨ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଗୋପାଳପୁରପି.ଏଚ୍.ସି -ଏନ୍
୧୩ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ପାତ୍ରପୁରସି.ଏଚ୍.ସି୩୦୩୦
୧୪ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ସୁରଙ୍ଗିପି.ଏଚ୍.ସି -ଏନ୍
୧୫ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, କୁକୁଡ଼ାଖଣ୍ଡିସି.ଏଚ୍.ସି
୧୬ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ବାଲିପଡ଼ାପି.ଏଚ୍.ସି -ଏନ୍
୧୭ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ପୋଲସରାସି.ଏଚ୍.ସି୮୦୮୦
୧୮ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଖଲ୍ଲିକୋଟସି.ଏଚ୍.ସି୩୦୩୦
୧୯ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, କୋଦଳାସି.ଏଚ୍.ସି୩୦୩୦
୨୦ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ସୁମଣ୍ଡଳସି.ଏଚ୍.ସି
୨୧ଉପଖଣ୍ଡ ଚିକିତ୍ସାଳୟ, ଛତ୍ରପୁରଏସ୍.ଡ଼ି.ଏଚ୍୭୬୭୬
୨୨ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ମୁନିଷିପେଣ୍ଠସି.ଏଚ୍.ସି୧୬୧୬
୨୩ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଖଣ୍ଡଦେଉଳିସି.ଏଚ୍.ସି
୨୪ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଗଞ୍ଜାମପି.ଏଚ୍.ସି -ଏନ୍
୨୫ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଭାଟକୁମୁରଡ଼ାସି.ଏଚ୍.ସି୧୬୧୬
୨୬ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ପୁରୁଷୋତ୍ତମପୁରସି.ଏଚ୍.ସି୧୦୧୦
୨୭ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ବେଲଗାଁସି.ଏଚ୍.ସି
୨୮ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ହିଞ୍ଜିଳିକାଟୁସି.ଏଚ୍.ସି୧୦୧୦
୨୯ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, କବିସୂର୍ଯ୍ୟନଗରସି.ଏଚ୍.ସି୧୬୧୬
୩୦ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ବଡ଼ଗଡ଼ସି.ଏଚ୍.ସି୩୦୩୦
୩୧ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ସୋରଡ଼ାସି.ଏଚ୍.ସି୧୦୧୦
୩୨ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଶେରଗଡ଼ସି.ଏଚ୍.ସି୧୬୧୬
୩୩ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ପିତ୍ତଳପି.ଏଚ୍.ସି -ଏନ୍୧୦୧୦
୩୪ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଧରାକୋଟସି.ଏଚ୍.ସି୧୬୧୬
୩୫ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଆସ୍କାସି.ଏଚ୍.ସି୬୦୬୦
୩୬ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ବାଲିସିରାସି.ଏଚ୍.ସି
୩୭ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ବୁଗୁଡ଼ାସି.ଏଚ୍.ସି୧୬୧୬
୩୮ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ବାଲିପଦରପି.ଏଚ୍.ସି -ଏନ୍
୩୯ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଜଗନ୍ନାଥପ୍ରସାଦସି.ଏଚ୍.ସି୧୬୧୬
୪୦ଉପଖଣ୍ଡ ଚିକିତ୍ସାଳୟ, ଭଞ୍ଜନଗରଏସ୍.ଡ଼ି.ଏଚ୍୮୦୮୦
୪୧ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଗ୍ୟାଲେରୀସି.ଏଚ୍.ସି୩୦୩୦
୪୨ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ମୁଜାଗଡ଼ପି.ଏଚ୍.ସି -ଏନ୍
୪୩ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ବେଲଗୁଣ୍ଠାସି.ଏଚ୍.ସି୩୦୩୦
୪୪ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଗୋବରାସି.ଏଚ୍.ସି୧୬୧୬
ସମୁଦାୟ୯୪୯୯୪୯

ମୁଖ୍ୟ କାର୍ଯ୍ୟାଳୟର ଠିକଣା :

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ, ପୋ.ଅ.  ଗଞ୍ଜାମ, ପିନ୍ -୭୬୦୦୦୧ ଜିଲ୍ଲା-(ଗଞ୍ଜାମ) ଓଡିଶା ,ଭାରତ

ସ୍ଵାସ୍ଥ୍ୟ ସମ୍ବନ୍ଧରେ କେତେକ ପି.ଡ଼ି.ଏଫ ଫାଇଲ

  1. ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ୍ ତଥ୍ୟ ଗଞ୍ଜାମ ପି.ଡ଼ି.ଏଫ (182.88 KB)
  2. ଗଞ୍ଜାମ ଜିଲ୍ଲା ର ସ୍ୱାସ୍ଥ୍ୟ ସମ୍ବାଦ ପି.ଡ଼ି.ଏଫ (178.06 KB)
  3. Biju Swasthya Kakyan Yojana (14.27 KB)
  4. National Tobacco Control Programme (1013.68 KB)