ବର୍ଗ : ଧାର୍ମିକ
ବ୍ରହ୍ମପୁର ଠାରୁ କିଛି ଦୂରରେ ଥିବା ମନ୍ତ୍ରୀଡି ଗ୍ରାମରେ ଆବିର୍ଭୂତ ଦେବୀ ଭୈରବୀଙ୍କ ନାମରେ ପରିଚିତ । ଏହି ସ୍ଥାନଟି ଭୈରବୀ ପୀଠ ନାମରେ ସୁପ୍ରସିଦ୍ଧ । ଏହା ଏକ ପ୍ରସିଦ୍ଧ ଶକ୍ତିପୀଠ । ଓଡିଶାର ବିଭିନ୍ନ ପ୍ରାନ୍ତତଃ ଉତ୍ତର ଆନ୍ଧ୍ରପ୍ରଦେଶରୁ ବହୁ ପର୍ଯ୍ୟଟକ ଏହି ସ୍ଥାନ ପରିଭ୍ରମଣରେ ଆସିଥାନ୍ତି ।
ବିମାନ ମାର୍ଗରେ
ନିକଟତମ ବିମାନ ବନ୍ଦର : ଭୁବନେଶ୍ଵର
ସଡ଼କ ପଥରେ
ସଡକ ମାର୍ଗରେ ବ୍ରହ୍ମପୁର ଠାରୁ ୧୮ କି.ମି. ଦୂରରେ ଜାତୀୟ ରାଜପଥ ନମ୍ବର ୫ ନିକଟରେ ଅବସ୍ଥିତ
ରେଳଗାଡ଼ିରେ
ନିକଟତମ ରେଳ ସ୍ଟେଶନ : ବ୍ରହ୍ମପୁର