• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : Others

୫ ନଂ ଜାତୀୟ ରାଜପଥ ପାର୍ଶ୍ଵସ୍ଥ ଗଞ୍ଜାମର ରାଜଧାନୀ ଛତ୍ରପୁର ସହରଠାରୁ ଅନତିଦୂରରେ ଅବସ୍ଥିତ ଏକ ସୁଦୃଶ୍ୟ କ୍ଷୁଦ୍ର ହ୍ରଦ ଯେଉଁଠିକି ଧୀରମୃଦଳ ଢେଉକୁଳରେ ଅହରହ ନିର୍ବାପିତ ହୋଇଥାଏ । ଏହି ତାମ୍ପରା ହ୍ରଦ ଜଳକ୍ରୀଡା ନୌବିହାର ପାଇଁ ଏକ ପ୍ରଶସ୍ତ ସ୍ଥାନ ଏଟେ । ସମୁଦ୍ରକୂଳ ନିକଟସ୍ଥ କାଜୁବଣ ବେଷ୍ଟିତ ବେଳାଭୂମିରେ ଧୀର ପଦପାତରେ ସାନ୍ଧ୍ୟାକାଳୀନ ଭ୍ରମଣ କର୍ମକ୍ଳାନ୍ତ ଜୀବନର ବ୍ୟସ୍ତତା ଦୂର କରିଥାଏ । ଏହି ବଗିଚାରୁ ବାଟ ଆଡ଼େଇ ଗଲେ ଦୁଇ କିଲୋମିଟର ପରେ ପଡ଼େ ବଙ୍ଗୋପସାଗର ବେଳାଭୂମି । ଏହି ଧିରମୃଦୁଳ ଜଳରାଶି ବହୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ବାସ୍ତବିକ ଶାନ୍ତି ପରିବେଶଭରା ତାମ୍ଫରାରେ ଜଳବିହାର ଉପଭୋଗ୍ୟ ଏବଂ ମନୋମୁଗ୍ଧକର ଅଟେ ।

ବିମାନ ମାର୍ଗରେ
ନିକଟତମ ବିମାନ ବନ୍ଦର : ଭୁବନେଶ୍ଵର

ସଡ଼କ ପଥରେ
ସଡକ ମାର୍ଗରେ ଛତ୍ରପୁର ଠାରୁ ୪ କି.ମି.

ରେଳଗାଡ଼ିରେ
ନିକଟତମ ରେଳ ସ୍ଟେଶନ : ଛତ୍ରପୁର

ଅତିଥି ଭବନ ତାମ୍ପରା , Boating at Tampara , Tampara Boat Club