• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ଧାର୍ମିକ

ପୁରାତନ ଇତିହାସ ପ୍ରସିଦ୍ଧ ଖଲ୍ଲିକୋଟ ନିକଟସ୍ଥ ନିର୍ମଳଝର ଏକ ସ୍ଵତଃ ନିସୃତ ଅବିରତ ପାର୍ବତ୍ୟଝର ନିଜ ନାମକୁ ଧନ୍ୟ କରୁଥିବା ଏକ ଜଳଧାରା ଅଟେ । ପର୍ବତ କନ୍ଦରରୁ ବହିଆସୁଥିବା ଏହି ପବିତ୍ର ଜଳସ୍ରୋତ ବିଭିନ୍ନ ପୁଷ୍କରିଣୀରେ ପୂର୍ଣ ହୁଏ । ଏଥରେ ଅବସ୍ଥିତ ପବିତ୍ର ବିଷ୍ଣୁ ମନ୍ଦିର ଭକ୍ତ ତଥା ପର୍ଯ୍ୟଟକଙ୍କ ମନକୁ ଆକୃଷ୍ଟ କରିଥାଏ । ଏହି ସ୍ଥାନ ଖୋଦିତମୂର୍ତ୍ତି, କାରୁକାର୍ଯ୍ୟମୟ ମୂର୍ତ୍ତି ଏଠାକାର କାରୁକଳାର ନିଚ୍ଛକ ନିଦର୍ଶନ ଅଟେ ।

ବିମାନ ମାର୍ଗରେ
ନିକଟତମ ବିମାନ ବନ୍ଦର : ଭୁବନେଶ୍ଵର

ସଡ଼କ ପଥରେ
ସଡକ ମାର୍ଗରେ ଖଲ୍ଲିକୋଟ ଠାରୁ ୯ କି.ମି.

ରେଳଗାଡ଼ିରେ
ନିକଟତମ ରେଳ ସ୍ଟେଶନ : ଖଲ୍ଲିକୋଟ

ନିର୍ମଳଝର ମନ୍ଦିର ମଣ୍ଡପ , ମନ୍ଦିର ର ପଥର ଖୋଦିତ ଛାତ , ଛାତ ଉପରୁ ନିର୍ମଳଝର ମନ୍ଦିର ର ଦୃଶ୍ୟ