ବର୍ଗ : ସଂସ୍କୃତି ଓ ଐତିହ୍ୟ
ପୋତାଗଡ ଦୂର୍ଗ ଋଷିକୁଲ୍ୟା ନଦୀ ଓ ବଙ୍ଗୋପସାଗର ର ମୁହାଣ ନିକଟରେ ଅବସ୍ଥିତ । ଏହି ଐତିହାସିକ ଦୂର୍ଗ ଟି ମୁସଲିମ, ଫ୍ରେଞ୍ଚ ଓ ବ୍ରିଟିଶ କାରୁକାର୍ଯ୍ୟ ରେ ପ୍ରଭାବିତ ଅଟେ । ଏହା ଗଞ୍ଜାମ ସହର ନିକଟରେ ଅବସ୍ଥିତ ।
ବିମାନ ମାର୍ଗରେ
ନିକଟତମ ବିମାନବନ୍ଦର ଭୁବନେଶ୍ବର
ସଡ଼କ ପଥରେ
ନିକଟତମ ସହର ଗଞ୍ଜାମ
ରେଳଗାଡ଼ିରେ
ନିକଟତମ ରେଳ ସ୍ଟେଶନ ଗଞ୍ଜାମ